BJP ବିଧାୟକଙ୍କ ପାଇଁ ଅନ୍ୟମାନେ ନିଜ ଅଞ୍ଚଳର ସମସ୍ୟା ରଖିପାରୁ ନାହାଁନ୍ତି: ପ୍ରମିଳା ମଲ୍ଲିକ

By

Published : Sep 4, 2021, 8:51 PM IST

thumbnail

ଭୁବନେଶ୍ବର: ବିଧାନସଭାର ମୌସୁମୀ ଅଧିବେଶନ ଚାଲିଥିବା ବେଳେ ମୁଖ୍ୟ ବରୋଧୀ ଦଳ ଗୃହରେ ସହଯୋଗ କରୁନି । ଏପରିକି ବିଜେପି ବିଜେପି ବିଧାୟକ ମାନେ ବାଚସ୍ପତିଙ୍କ ଉପରେ ବିଭିନ୍ନ ଅଭିଯୋଗ ଅଣି ଧାରଣା ଦେଉଛନ୍ତି । ଗୃହରେ ପ୍ରବଳ ହଟ୍ଟଗୋଳ ଏବଂ ହଙ୍ଗାମା କରୁଛନ୍ତି । ତେବେ ଏହାରି ମଧ୍ୟରେ ଇଟିଭି ଭାରତ ଡିଜିଟାଲ ଡାଏଲଗରେ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ନିଜର ମତ ରଖିଛନ୍ତି, ବିଜେପି ବିଧାୟକ ମାନେ ବିଧାନସଭାରେ ଅଧିକ ସମୟ ନେଉଛନ୍ତି । ତେଣୁ ଅନ୍ୟ ବିଧାୟକ ମାନେ ନିଜ ଅଞ୍ଚଳର ସମସ୍ୟାକୁ ଠିକ ଭାବେ ଉପସ୍ଥାପନ କରିପାରୁନାହାଁନ୍ତି । ଏଭଳି ତମାମ ପ୍ରଶ୍ନର ଉତ୍ତର ରଖିଛନ୍ତି ପ୍ରମିଳା । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର... ସାକ୍ଷାତକାର ରୁଦ୍ର ନାରାୟଣ ଦାସ, ବ୍ୟୁରୋ ଚିଫ୍ (ଇଟିଭି ଭାରତ ଓଡିଶା)

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.