ବଢୁଛି ଆନନ୍ଦପୁର ବୈତରଣୀ ଜଳସ୍ତର

By

Published : Sep 14, 2021, 2:37 PM IST

thumbnail

ଆନନ୍ଦପୁର: ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଆନନ୍ଦପୁର ବୈତରଣୀ ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏନେଇ ତଳିଆ ଅଞ୍ଚଳ ଲୋକେ ଆଶଙ୍କାରେ ରହିଛନ୍ତି । ତେବେ ଆଜି ସକାଳୁ ବୈତରଣୀର ଜଳସ୍ତର ୩୬ -୬୬ ରହିଥିବା ବେଳେ, ଆନନ୍ଦପୁର ଠାରେ ବିପଦ ସଙ୍କେତ ୩୮.୪୦ ରହିଛି । ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.