ଖ୍ରୀଷ୍ଟମାସରେ ଖାସ ଲେମନ ପାଉଣ୍ଡ କେକ୍

By

Published : Dec 20, 2020, 8:26 PM IST

thumbnail

ଚଳିତ ବର୍ଷ ଖ୍ରୀଷ୍ଟମାସ ବେଶ ନିଆରା ହେବାକୁ ଯାଉଛି । ସାଇଟ୍ରସ ଫ୍ଲେବର ସହ ଲେମ୍ବୁ ରସର ମିଶ୍ରଣରେ ଲେମନ ପାଉଣ୍ଡ କେକ୍‌ର ପ୍ରସ୍ତୁତି ବେଶ ସହଜ । ଏହା କେବଳ ମୁହଁକୁ ସୁସ୍ବାଦୁ ଲାଗିବନି ବରଂ ଏଥିରେ ମିଶ୍ରିତ ଲେମ୍ବୁ ରସ ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ହେବ ସହାୟକ । ତେବେ ନିଜ ଘରେ ପ୍ରସ୍ତୁତ କରନ୍ତୁ ଲେମନ ପାଉଣ୍ଡ କେକ୍‌ ଓ ପରିବାର ବନ୍ଧୁଙ୍କ ସହ ବାଣ୍ଟନ୍ତୁ ଖ୍ରୀଷ୍ଟମାସର ମିଠା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.