ଖ୍ରୀଷ୍ଟମାସ ସ୍ପେସିଆଲ: ଛୁଆଙ୍କ ପାଇଁ ପ୍ରସ୍ତୁତ କରନ୍ତୁ ଚକୋଲେଟ ରମ୍ ବଲ୍ସ

By

Published : Dec 23, 2020, 7:13 AM IST

thumbnail

ଚକୋଲେଟ୍ ରମ୍ ବଲ୍ ତିଆରି କରିବା ଅତି ସହଜ । ଏହି ନୋ-ବେକ୍ ଫୁଡି ବଲ୍ ଛୁଟିଦିନ ପାଇଁ ବେଶ୍ ଉପଯୁକ୍ତ । ଆଉ ଏହି ମିଠା ପିଲାଙ୍କର ପ୍ରିୟ ମଧ୍ୟ। ଖ୍ରୀଷ୍ଟମାସ ଟ୍ରିଟ୍ ତିଆରି କରିବା ପାଇଁ ଏହି ମିଠା ସବୁଠାରୁ ସହଜ ଉପାୟ । ଏହି ଚକୋଲେଟ ରମ୍ ବଲ୍ ପ୍ରସ୍ତୁତ କରିବାକୁ ଏଥିରେ ରମ୍ ମିଶାଯାଏ । ଯାହାକି ମିଠାର ସ୍ବାଦ ଦ୍ବିଗୁଣତ କରିଦିଏ । ତେବେ ଆଜି ଆମେ ଆପଣଙ୍କୁ ଆମର ଖ୍ରୀଷ୍ଟମାସ ସ୍ପେସିଆଲ୍ ସିରିଜରେ ଚକୋଲେଟ୍ ରମ୍ ବଲ୍ ରେସିପି ସେୟାର କରିଛୁ । ଦେଖନ୍ତୁ, ଶିଖନ୍ତୁ, ଖାଆନ୍ତୁ ଏବଂ ଖୁଆନ୍ତୁ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.