ଗୁଡ ମାଲପୁଆ ସହ ଏଥର କରନ୍ତୁ ବିଘ୍ନ ବିନାୟକଙ୍କ ପୂଜା

By

Published : Sep 17, 2021, 11:04 AM IST

thumbnail

ହିନ୍ଦୁ କ୍ୟାଲେଣ୍ଡର ହିସାବରେ ଏବେ ଚାଲିଛି ଭାଦ୍ରବ ମାସ । ଏହି ମାସ ଆସିଲେ ଲୋକେ ଗଣେଶ ଉତ୍ସବକୁ ଚାହିଁ ରହିଥାନ୍ତି । ଏହି ଉତ୍ସବ ଭାଦ୍ରବ ମାସର ଶୁକ୍ଳପକ୍ଷର ଚତୁର୍ଥୀ ତିଥିରୁ ଆରମ୍ଭ ହୋଇ ଅନନ୍ତ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଚାଲିଥାଏ । ଏହି ସମୟରେ ଭଗବାନ ଗଣେଶଙ୍କ ମୂର୍ତ୍ତିକୁ ଧୁମଧାମରେ ଘରକୁ ଆଣେ ଭକ୍ତ । ଶ୍ରୀଗଣେଶଙ୍କ ସ୍ଥାପନା କରିବା ପରେ ପେଡା, ମିଠା, ମୋଦକ ଏବଂ ପ୍ରଭୁଙ୍କ ମନ ପସନ୍ଦର ଭୋଗ ଅର୍ପଣ କରନ୍ତି। ତେବେ ଆଜି ଆମେ ଗଣେଶଙ୍କ ପାଇଁ ପ୍ରସ୍ତୁତ କରିବା ଗୁଡ ମାଲପୁଆ । ଯାହା ଗଣେଶଙ୍କର ବହୁତ ପ୍ରିୟ । ବାଲ୍ ଗୋପାଳଙ୍କ ଠାରୁ ଆରମ୍ଭ କରି ଗଣେଶଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଏହି ଗୁଡ ମାଲପୁଆ ଭାରି ପସନ୍ଦ । ସମସ୍ତ ଦେବାଦେବୀଙ୍କୁ ସନ୍ତୁଷ୍ଟ କରିବାର ଏକ ମାତ୍ର ମାଧ୍ୟମ ମିଷ୍ଠାନ୍ନ(ମିଠା) ନୈବେଦ୍ୟ କରିବା । ତେବେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ ହୁଏ ଗୁଡ ମାଲପୁଆ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.