ଥାନାରେ ନକଲି କୋର୍ଟ କାଗଜପତ୍ର ଉପସ୍ଥାପନ କରି ବନ୍ଧା ହେଲେ ଓକିଲ

By

Published : Mar 6, 2021, 8:00 PM IST

thumbnail

ସମ୍ବଲପୁର : ମହଙ୍ଗା ପଡିଲା ଅଦାଲତଙ୍କ ନାଁରେ ଥାନାରେ ନକଲି କାଗଜପତ୍ର ଦେବା । ଗାଡି ମୁକୁଲାଇବା ପାଇଁ କୋର୍ଟଙ୍କ ନାଁରେ ମିଛ କାଗଜପତ୍ର ଦେଇ ବନ୍ଧା ହେଲେ ଓକିଲ ବାବୁ । ଓକିଲ ବ୍ରଜ ମୋହନ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଯୁଜୁମୁରା ଥାନାରେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.