ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଏଡାଇବାକୁ ହୋଇଛି ହୀନ ଚକ୍ରାନ୍ତ: ମୋହନ ମାଝୀ

By

Published : Sep 3, 2021, 1:35 PM IST

thumbnail

ଭୁବନେଶ୍ବର: କଂଗ୍ରେସ ଦଳର ସହଯୋଗରେ ସରକାରଙ୍କ ନିର୍ଦ୍ଦେଶରେ ବାଚସ୍ପତି ବିଧାନସଭାକୁ ମୁଲତବୀ କଲେ । ଆଇନ ଶୃଙ୍ଖଳା ସ୍ଥିତି ନେଇ ଆଲୋଚନା ଥିବାରୁ ସରକାର ଛତ୍ରଭଙ୍ଗ ଦେଇଛନ୍ତି । କଂଗ୍ରେସ ସରକାରଙ୍କ ସହ ମିଶି ମ୍ୟାଚ ଫିକ୍ସିଂ କରିଛି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଆଉ କେଉଁ ବିଷୟରେ ଆଲୋଚନା କରିଛନ୍ତି ଶୁଣନ୍ତୁ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.