ବିପଦ ସଂକେତ ଉପରେ ଜଳକା ଓ ସୁବର୍ଣ୍ଣରେଖା

By

Published : Sep 17, 2021, 11:23 AM IST

Updated : Sep 17, 2021, 11:33 AM IST

thumbnail

ବର୍ଷାର ପ୍ରକୋପରେ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ନଦୀ ଗୁଡିକର ଉପର ମୁଣ୍ଡରେ ବର୍ଷା କାରଣରୁ ଫୁଲୁଛି ବାଲେଶ୍ବର ଜିଲ୍ଲାରେ ଥିବା ବିଭିନ୍ନ ନଦୀ । ଜଳକା ନଦୀ ବିପଦ ସଂକେତ 5.50 ମିଟର ଥିବା ବେଳେ ଏବେ ତାହା 6.50ରେ ପ୍ରବାହିତ ହେଉଛି। ସେହିପରି ସୁବର୍ଣ୍ଣରେଖାର ବିପଦ ସଂକେତ 10.36 ଥିବା ବେଳେ ଏବେ 10.41 ମିଟରରେ ପ୍ରବାହିତ ହେଉଛି। ଆଉ ବୁଢାବଳଙ୍ଗର ବିପଦ ସଂକେତ 8.13 ଥିବା ବେଳେ ଏବେ ଏହା 7.94ରେ ପ୍ରବାହିତ ହେଉଛି। ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Sep 17, 2021, 11:33 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.