କୋଭିଡ କଟକଣାରେ ପୂଜା ପାଉଛନ୍ତି ସିଦ୍ଧ ବିନାୟକ

By

Published : Sep 10, 2021, 9:33 PM IST

thumbnail

କୋଭିଡ କଟକଣା ମଧ୍ୟରେ ଚାଲିଛି ଗଜାନନଙ୍କ ପୂଜା । ରେଶମ ସହର ବ୍ରହ୍ମପୁର ସହରରେ କୋଭିଡ କଟକଣାରେ ଚାଲିଛି ବିଘ୍ନ ବିନାୟକ ଗଣେଶଙ୍କ ପୂଜା । ସେ ପୁଣି ୭ଜଣ ସଦସ୍ୟଙ୍କୁ ନେଇ । ଏ ହେଉଛି ଗଞ୍ଜାମ ଜିଲ୍ଲା ଅଧିନ ବ୍ରହ୍ମପୁର ସହରର ସିଦ୍ଧ ବିନାୟକ ମନ୍ଦିର । ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଜାରି ରହିଥିବା ବେଳେ ସହରର ହିଲପାଟଣା ସ୍ଥିତ ସିଦ୍ଧ ବିନାୟକ ପୀଠରେ ବିନା ଭକ୍ତରେ ପାରମ୍ପରିକ ରୀତିନୀତିରେ ଚାଲିଛି ପୂଜାର୍ଚ୍ଚନା । ଏ ନେଇ ମନ୍ଦିର ପରିସରରୁ ପୂଜକ ଓ ମନ୍ଦିର ସଦସ୍ୟଙ୍କ ସହ ଆଲୋଚନା କରି ଅଧିକ ସୂଚନା ଦେଉଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ସମୀର ଆଚାର୍ଯ୍ୟ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.