B.ED ପରୀକ୍ଷା ଦେବାକୁ ଆନ୍ଧ୍ର ଆସିଥିବା ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ

By

Published : Sep 18, 2021, 7:25 AM IST

thumbnail

ଅମରାବତୀ: BEd ପରୀକ୍ଷା ଦେବା ପାଇଁ ଆନ୍ଧ୍ରପ୍ରଦେଶ ଆସିଥିବା ଓଡିଶା ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ । ୧୪ ସେପ୍ଟେମ୍ବର ହେବାର ଥିଲା ପରୀକ୍ଷା । ହେଲେ ପରୀକ୍ଷା ବାତିଲ ହୋଇଯାଇଥିଲା । ଶୁକ୍ରବାରଠାରୁ ଆରମ୍ଭ ହୋଇଛି ପରୀକ୍ଷା । ହେଲେ ପରୀକ୍ଷା ଦାୟିତ୍ବରେ ଥିବା ଅଧଇକାରୀ ହଲ୍‌ ଟିକକଟ ନାହିଁ କହି ଛାତ୍ରଛାତ୍ରାଙ୍କୁ ପରୀକ୍ଷା ଦେବାକୁ ଅନୁମତି ଦେଇନଥିଲେ । ପରୀକ୍ଷା ଫି ପ୍ରଦାନ କରାଯାଇଥିବାବେଳେ ପରୀକ୍ଷାରେ ଯୋଗଦେବା କଲେଜ ପ୍ରିନ୍ସିପାଲଙ୍କୁ ଅନୁରୋଧ କରିଥିଲେ ସୁଦ୍ଧା କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.