ରାହୁଲ ଗାନ୍ଧୀଙ୍କୁ ସୀତାରମଣଙ୍କ ପାଲଟା ଆକ୍ରମଣ

By

Published : Feb 13, 2021, 9:45 PM IST

thumbnail

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାଲଟା ଆକ୍ରମଣ । ଶନିବାର ଲୋକସଭାରେ ବଜେଟ ଉପରେ ଚର୍ଚ୍ଚା ସମୟରେ ରାହୁଲ ଗାନ୍ଧୀଙ୍କ ‘ଆମେ ଦୁଇ ଆମର ଦୁଇ’ ବୟାନକୁ ନେଇ କଡା ଜବାବ ଦେଇଛନ୍ତି ସୀତାରମଣ । କଂଗ୍ରେସର ନାଁ ନ ନେଇ ସୀତାରମଣ କହିଛନ୍ତି କି ଆମର ମିତ୍ର ଜ୍ବାଇଁ ପୁଅ ନୁହଁନ୍ତି । ଏଭଳି ଲୋକ ସେହି ଦଳର ପଛରେ ଲୁଚି ରହିଛନ୍ତି , ଯାହାକୁ ଜନତା ଅସ୍ବୀକାର କରିଦେଇଛନ୍ତି । ସେହିଭଳି ଉଦ୍ୟୋଗପତିଙ୍କୁ ପ୍ରୋତ୍ସାହନ ଦେବା ଅଭିଯୋଗ ଜବାବରେ ସୀତାରମଣ କହିଛନ୍ତି କି ଦେଶର ଗରିବ ଓ ସାଧାରଣ ଜନତା ସରକାରଙ୍କ ମିତ୍ର ଆଉ ସରକାର ସେମାନଙ୍କ ପାଇଁ କାମ କରନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.