ଉଛୁଳିଲା ସେନସେକ୍ସ, ନିଫ୍ଟି ବି ପ୍ରଫିଟରେ ବନ୍ଦ

By

Published : Dec 15, 2020, 7:34 PM IST

thumbnail

ମୁମ୍ବାଇ: ପୁଞ୍ଜି ବଜାରରେ ଲଗାତାର ବୃଦ୍ଧି ଜାରି ରହିଛି । ମଙ୍ଗଳବାର ସେନସେକ୍ସ 9.71 ପଏଣ୍ଟ ବୃଦ୍ଧି ପାଇ 46,263.17 ପଏଣ୍ଟ ସହ ନୂଆ ରେକର୍ଡରେ କାରବାର ବନ୍ଦ କରିଛି । ସେହିପରି ନିଫ୍ଟି 9.70 ପଏଣ୍ଟ ଉଛୁଳି 13,567.85 ପଏଣ୍ଟରେ ଅଛି । ସେପଟେ ଅନ୍ତରାଷ୍ଟ୍ରୀୟ ବଜାରରେ ଡଲାର ତୁଳନାରେ ଟଙ୍କା 8 ପଇସା ହ୍ରାସ ହୋଇ 73.63ରେ ପହଞ୍ଚିଛି । ତେବେ ଦୁର୍ବଳ ବୈଶ୍ବିକ ସଙ୍କେତ ମଧ୍ୟରେ ଇମ୍ଫୋସିସ, ଟିସିଏସ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଭଳି ବଡ ସେୟାର ତଳମୁହାଁ ଅଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.