EXCLUSIVE: ଅନୁରାଗ ଠାକୁରଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର

By

Published : Feb 17, 2021, 8:47 PM IST

thumbnail

ନୂଆଦିଲ୍ଲୀ: ବଜେଟ ପରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ଇଟିଭି ଭାରତର EXCLUSIVE ସାକ୍ଷାତକାର । ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ବୀମା କମ୍ପାନୀର ନିବେଶ, ରାଜସ୍ବର ଉତ୍ସ ଓ ଏହାର ଖର୍ଚ୍ଚ, କ୍ରିପ୍ଟୋ କରେନ୍ସିକୁ ନେଇ ମତ ରଖିଛନ୍ତି ଅନୁରାଗ ଠାକୁର । ସେ କହିଛନ୍ତି କି, ‘‘ ଭାରତୀୟ ରିଜର୍ଭ ବ୍ୟାଙ୍କ ପର୍ସନାଲ କ୍ରିପୋର୍ଟକରେନ୍ସି ଉପରେ ପ୍ରତିବନ୍ଧକ ଲଗାଇବା ପରେ ଭାରତ ସରକାର ଏକ ଅନ୍ତର-ମନ୍ତ୍ରାଳୟ ସମିତିର ଗଠନ କରିଛି । କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ଦ୍ବାରା ସଚିବଙ୍କ ସମିତି ଓ ସମୂହର ରିପୋର୍ଟ ସମୀକ୍ଷା ପରେ ସରକାରବଜେଟ ଅଧିବେଶନରେ କ୍ରିପ୍ଟୋକରେନ୍ସି ଉପରେ ଏକ ବିଲ ଆଣିବା ସମ୍ଭାବନା ରହିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.