UP assembly poll: ନାମାଙ୍କନ ଦାଖଲ ପାଇଁ ଦୌଡିଲେ କ୍ରୀଡାମନ୍ତ୍ରୀ, ଜାଣନ୍ତୁ କାରଣ

By

Published : Feb 5, 2022, 7:43 PM IST

thumbnail

ଲକ୍ଷ୍ନୌ: ନାମାଙ୍କନ ଦାଖଲ କରିବା ପାଇଁ ଦୌଡି ଦୌଡି ଗଲେ କ୍ରୀଡାମନ୍ତ୍ରୀ । ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶରେ । ବିଳମ୍ବ ହେବା କାରଣରୁ କ୍ରୀଡାମନ୍ତ୍ରୀ ଉପେନ୍ଦ୍ର ତିୱାରୀ ନିଜ ସମର୍ଥକଙ୍କ ସହ ଦୌଡି ଦୌଡି ଜିଲ୍ଲା ମୁଖ୍ୟାଳୟରେ ପହଞ୍ଚିଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.