ସ୍କୁଲରେ ବିଦ୍ୟାଦାତ୍ରୀଙ୍କ ଆରାଧନା: କୋଭିଡ କଟକଣାରେ ପୂଜା କରିଲେ ଛାତ୍ରଛାତ୍ରୀ

By

Published : Feb 5, 2022, 4:43 PM IST

thumbnail

କଟକ : ଆଜି ପବିତ୍ର ଶ୍ରୀପଞ୍ଚମୀ । କୋରୋନା କଟକଣା ମଧ୍ୟରେ ଶିକ୍ଷାନୁଷ୍ଠାନ ଗୁଡିକରେ ସୀମିତ ଛାତ୍ରଛାତ୍ରୀଙ୍କୁ ନେଇ ପାଳନ ହେଇଛି ସରସ୍ୱତୀ ପୂଜା । ତେବେ ସ୍କୁଲ ଓ ଶିକ୍ଷାନୁଷ୍ଠାନକୁ ବାଦ ଦେଲେ ସର୍ବସାଧାରଣ ସ୍ଥାନରେ ସରସ୍ୱତୀ ପୂଜା ପାଳନ ହୋଇପାରିବ ନାହିଁ । କଟକର ସମସ୍ତ ଶିକ୍ଷାନୁଷ୍ଠାନରେ କୋଭିଡ ନିୟମ ମାନି ପୂଜା କରୁଛନ୍ତି ଛାତ୍ରଛାତ୍ରୀ। ତେବେ କଟକ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ କିଭଳି ଚାଲିଛି ପୂଜା । ସେନେଇ ଅଧିକ ସୂଚନା ଦେଇଛନ୍ତି ଆମ କଟକ ସମ୍ବାଦଦାତା । କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.