ଆଇସକ୍ରିମ କାଠି କଳାକୃତିରେ ପ୍ରମୋଦ ଭଗତଙ୍କୁ ଶୁଭେଚ୍ଛା

By

Published : Sep 5, 2021, 11:25 AM IST

Updated : Sep 5, 2021, 5:28 PM IST

thumbnail

ପୁରୀ: ଟୋକିଓ ପାରା ଅଲମ୍ପିକରେ ଓଡ଼ିଶାର ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ୍ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ପୁରୀ ମରିଚିକୋଟର ଦଶମ ଶ୍ରେଣୀର ଛାତ୍ରୀ ନନ୍ଦିନୀ ପଟ୍ଟନାୟକ ଆଇସକ୍ରିମ କାଠି କଳାକୃତିରେ ପ୍ରମୋଦ ଭଗତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କାଠି, କାର୍ଡବୋର୍ଡ ଏବଂ ରଙ୍ଗକୁ ବ୍ୟବହାର କରି ଏକ କଳାକୃତି କରିଛନ୍ତି । ଏହି କଳାକୃତି ମାଧ୍ୟମରେ ନନ୍ଦିନୀ ପ୍ରମୋଦଙ୍କୁ ଶୁଭେଚ୍ଛାର ବାର୍ତ୍ତା ଦେଇଛନ୍ତି । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Sep 5, 2021, 5:28 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.