ଧୁମ୍‌ଧାମ୍‌ରେ ସରିଲା ଗଣେଷ ପୂଜା, ବିଦାୟ ନେଲେ ବିଘ୍ନ ବିନାଶକ

By

Published : Sep 19, 2021, 11:01 PM IST

Updated : Sep 20, 2021, 1:09 PM IST

thumbnail

ନିଜାମ ନଗରୀରେ ଧୁମଧାମ୍‌ର ସହ ବିଘ୍ନ ବିନାଶକ ଗଣପତିଙ୍କ ବିସର୍ଜନ କରାଯାଇଛି । ଖୈରାତାବାଦରେ ସହର ସର୍ବୋଚ୍ଚ ୪୦ ଫୁଟର ଗଣେଶଙ୍କ ବିସର୍ଜନରେ ଜନଗହଳି ଦେଖିବାକୁ ମିଳିଥିଲା । ଆବାଳ ବୃଦ୍ଧବନିତା ସଭିଁଏ ବାଜା ରୋଷଣୀରେ ନାଚି ଗାଇ ଗଣପତିଙ୍କୁ ବିଦାୟ ଦେଇଛନ୍ତି । ସହରରେ ପ୍ରବଳ ବର୍ଷା ଶ୍ରଦ୍ଧାଳୁଙ୍କ ମନରୁ ଗଣପତିଙ୍କ ପ୍ରତି ଶ୍ରଦ୍ଧାକୁ ଭଷାଇ ଦେଇ ପାରିନାହିଁ । ଏହାସହ ବାଲାପୁର ଗଣପତିଙ୍କ ବିସର୍ଜନରେ ମଧ୍ୟ ଜନ ସମୁଦ୍ର ଦେଖିବାକୁ ମିଳିଥିଲା । ବାଲାପୁରରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗଣେଶ ବିଶାଳ ଲଡ଼ୁ ନିଲାମ କରାଯାଇଛି । ଏହି ଲଡ଼ୁକୁ ୧୮.୯୦ ଲକ୍ଷ ଟଙ୍କାରେ ନିଲାମ୍‌ କରାଯାଇଛି ।

Last Updated : Sep 20, 2021, 1:09 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.