ଅଟାରି-ଓ୍ବାଘା ସୀମାରେ ବିଟିଂ ରିଟ୍ରିଟ ସମାରୋହ

By

Published : Sep 18, 2021, 3:05 PM IST

thumbnail

ଚଣ୍ତିଗଡ: ପଞ୍ଜାବ ଅଟାରି-ୱାଘା ବର୍ଡରରେ ବିଟିଂ ରିଟ୍ରିଟ ସମାରୋହ ଅନୁଷ୍ଠିତ । ମହାମାରୀ କୋରୋନା ସଙ୍କଟ କାରଣରୁ ଖୁବ କମ ସଦସ୍ୟଙ୍କୁ ନେଇ ଏହି ସମାରୋହ ହୋଇଛି । ଗତବର୍ଷ ଏ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା । ହେଲେ ଚଳିତ ଥର କୋରୋନା କଟକଣା ମଧ୍ୟରେ ବିଟିଂ ରିଟ୍ରିଟ ସମାରୋହ ଅନୁଷ୍ଠିତ ହୋଇଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.