ମୋଦିଙ୍କୁ ବାହୁ ମେଲାଇ ସ୍ବାଗତ କଲେ ବାଇଡେନ, ଦେଖନ୍ତୁ ଭିଡିଓ

By

Published : Sep 24, 2021, 10:31 PM IST

thumbnail

ୱାଶିଂଟନ: ହ୍ବାଇଟହାଉସରେ ହୋଇଛି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ । ବାହୁ ମେଲାଇ ମୋଦିଙ୍କୁ ସ୍ବାଗତ ଜଣାଇଛନ୍ତି ବାଡେନ । ଉଭୟ ନେତାଙ୍କ ମଧ୍ୟରେ ସମ୍ପର୍କ ଥିବା ସମ୍ପର୍କରେ ଜୋସ ଓ ଉଷ୍ମତା ଦେଖିବାକୁ ମିଳିଛି । ମୋଦିଙ୍କ ସହ ଆଲୋଚନା କରି ଭାରତକୁ ବେଶ ପ୍ରଶଂସା କରିଛନ୍ତି ଆମେରିକା ରାଷ୍ଟ୍ରପତି ବାଇଡେନ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.