ଧାରା 370 ଉଚ୍ଛେଦ ଓ ରାମ ମନ୍ଦିର ନିର୍ମାଣକୁ ରାଷ୍ଟ୍ରପତିଙ୍କ ପ୍ରଶଂସା

By

Published : Jan 29, 2021, 7:31 PM IST

thumbnail

ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହକୁ ସମ୍ବୋଧିତ କରିଛନ୍ତି । ରାଷ୍ଟ୍ରପତି ନିଜ ଅଭିଭାଷଣରେ ଧାରା 370 ଉଚ୍ଛେଦ କରାଯିବା ସହ ରାମମନ୍ଦିର ନିର୍ମାଣକୁ ପ୍ରଶଂସା କରିଥିଲେ । ଗତ କିଛି ବର୍ଷ ହେବ ଦେଶ ଏପରି କାମ କରୁଛି ଯାହା ବହୁତ କଠିନ ବୋଲି ମନେ କରାଯାଏ । ଧାରା 370 ହଟାଇବା ପରେ ଜମ୍ମୁ ଓ କାଶ୍ମୀରର ଲୋକଙ୍କୁ ନୂଆ ଅଧିକାର ମିଳିଛି । ଜମ୍ମୁ କାଶ୍ମୀରବାସୀଙ୍କୁ ନୂଆ ଆଶା ସୁଯୋଗ ଦେଇଛି ବୋଲି ରାଷ୍ଟ୍ରପତି କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.