କବାଡି ଖେଳିଲେ ହରିଶ ରାୱତ, ଭିଡିଓ ଭାଇରାଲ

By

Published : Jan 30, 2022, 5:54 PM IST

thumbnail

ଡେରାଡୁନ: ସ୍କୁଲରେ ଛାତ୍ରଙ୍କ ସହ କବାଡି ଖେଳିଲେ କଂଗ୍ରେସ ନେତା ହରିଶ ରାୱତ । ଚଳିତ ବିଧାନସଭା ନିର୍ବାଚନରେ ନୈନୀତାଲ ଲାଲକୁଆଁରୁ ବିଧାୟକ ପ୍ରାର୍ଥୀ ଭାବେ କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢୁଛନ୍ତି । ନିର୍ବାଚନୀ ପ୍ରଚାର ପାଇଁ ବିନ୍ଦୁଖତା ଯାଇଥିବା ସମୟରେ ଏକ ସ୍କୁଲରେ ଆୟୋଜିତ କବାଡି ପ୍ରତିଯୋଗିତାର ଶୁଭାରମ୍ଭ କରିଛନ୍ତି ରାୱତ । ଏଥିସହ ପିଲାମାନଙ୍କ ସହ କବାଡି ଖେଳିଥିବା ଦେଖିବାକୁ ମିଳିଛି । ତେବେ କିଛିଦିନ ତଳେ ରାୱତ ଜଲେବୀ ତିଆରି କରୁଥିବା ଦେଖିବାକୁ ମିଳିଥିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.