School Transformation: ସ୍କୁଲ ରୂପାନ୍ତରଣ ନେଇ କଣ କହୁଛନ୍ତି ଛାତ୍ରଛାତ୍ରୀ, ଶିକ୍ଷକ ଓ ବିଶେଷଜ୍ଞ ?

By

Published : Dec 20, 2021, 5:01 PM IST

thumbnail

ଭୁବନେଶ୍ବର: ସ୍କୁଲ ପିଲାଙ୍କୁ ପ୍ରତିଯୋଗିତାପୂର୍ଣ୍ଣ ପରିବେଶ ପ୍ରଦାନ ସହିତ ଆଧୁନିକ ଜ୍ଞାନକୌଶଳ ଉପଲବ୍ଧ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ । କାଲିର ଭବିଷ୍ୟତଙ୍କ ମୂଳଦୁଆକୁ ସୁଦୃଢ କରିବା ପାଇଁ ସମସ୍ତ ପ୍ରକାର ସୁବିଧା ସହିତ ଗୋଟିଏ ପରେ ଗୋଟିଏ ସ୍କୁଲ ପ୍ରସ୍ତୁତ ହେଉଛି । ଏହାରି ମାଧ୍ୟମରେ ରାଜ୍ୟର ୪ ହଜାର ହାଇସ୍କୁଲ ରୂପାନ୍ତରଣ ବା ଟ୍ରାନସଫରମେସନ ହେଉଛି । ଯେଉଁଥିରେ ସ୍ମାର୍ଟ କ୍ଳାସରୁମ, ଲାବରୋଟାରୀ, ଇ-ଲାଇବ୍ରେରୀ ଭଳି ଭିତ୍ତିଭୂମିକୁ ସୁଦୃଢ କରାଯାଉଛି । ଏହାକୁ ନେଇ ଆମେ ‘ଇଟିଭି ଭାରତ ଡିଜିଟାଲ ଡାଏଲଗ ଡିବେଟ’ ମାଧ୍ୟମରେ ଭେଟିଥିଲୁ ରାଜ୍ୟର କିଛି ଛାତ୍ରଛାତ୍ରୀ, ଶିକ୍ଷକ, ପ୍ରଶାସକ ଓ ବିଶେଷଜ୍ଞଙ୍କୁ। ହାଇସ୍କୁଲ ରୂପାନ୍ତରଣ ନେଇ କଣ ରହିଛି ସେମାନଙ୍କ ମତ ଦେଖନ୍ତୁ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.