ମଝି ନଈରେ ବୁଡି ଗଲା ଡଙ୍ଗା, କ୍ୟାମେରାରେ କଏଦ ହେଲା ଛାତିଥରା ଦୃଶ୍ୟ

By

Published : Jan 30, 2022, 1:12 PM IST

thumbnail

ଭୋପାଳ: ଚାହୁଁ ଚାହୁଁ ମଧ୍ୟପ୍ରଦେଶ ଭିଣ୍ଡର ସିନ୍ଧ ନଦୀରେ ବୁଡିଗଲା ଡଙ୍ଗା । ୧୦ ଜଣଙ୍କୁ ନେଇ ଯାଉଥିବା ଏହି ଡଙ୍ଗାଟି ହଠାତ୍ ପାଣିରେ ବୁଡିଯାଇଥିଲା । କ୍ୟାମେରାରେ ଏହି ଛାତିଥରା ଘଟଣାର ଦୃଶ୍ୟ କଏଦ ହୋଇଥିବା ବେଳେ ୧୦ଜଣଙ୍କ ମଧ୍ୟରୁ ୮ଜଣଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ଏହାସହ ଏବେ ବି ୨ଜଣ ନିଖୋଜ ଅଛନ୍ତି । ସୂଚନା ଥାଉକି, ଡଙ୍ଗାରେ ଯାଉଥିବା ଲୋକମାନେ ଏକ ଧାର୍ମିକ ଭୋଜିରେ ଯୋଗଦେବାକୁ ଯାଇଥିଲେ । ସେଠାରୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.