ଅମରାବତୀରେ ଡଙ୍ଗା ବୁଡିବା ପୂର୍ବରୁ ଭୟଙ୍କର ଦୃଶ୍ୟ...

By

Published : Sep 15, 2021, 10:35 PM IST

thumbnail

ଅମରାବତୀ: ସାମ୍ନାକୁ ଆସିଛି ୱାର୍ଦ୍ଧା ନଦୀର ଡଙ୍ଗାବୁଡି ପୂର୍ବର ଭିଡିଓ । ୱାର୍ଦ୍ଧା ନଦୀରେ ଘଟିଛି ଅଘଟଣ। ସୂଚନାନୁସାରେ ମଙ୍ଗଳବାର ପୂର୍ବାହ୍ନରେ ଝୁଞ୍ଜ ଗାଁ ଦେଇ ଡଙ୍ଗାଟି ଅତିକ୍ରମ କରୁଥିବାବେଳେ ଡଙ୍ଗାଟି ବୁଡ଼ି ଯାଇଥିଲା। ଯାହାଫଳରେ କି ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଏବେବି ୮ ଜଣଙ୍କର କୌଣସି ପତ୍ତା ମିଳିପାରିନାହିଁ । ସେପଟେ ସ୍ଥାନୀୟ ଅଞ୍ଚଳରେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.