ଜଳନ୍ଧର ଆକାଶରେ ବାୟୁସେନାର ଅଦ୍ଭୁତ କଳାବାଜି

By

Published : Sep 17, 2021, 7:04 PM IST

thumbnail

ପଞ୍ଜାବର ଜଳନ୍ଧର ଜିଲ୍ଲାର ଆକାଶରେ ଆଜି ଭାରତୀୟ ବାୟୁସେନାର ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି । ବାୟୁସେନାର ଲାଲ୍‌ ବିମାନ ଆକାଶରେ ଆଙ୍କୁଥିଲା ବିଭିନ୍ନ ଆକୃତି କରି କଳାବାଜି କରିଥିଲା । ୧୯୭୧ ମସିହାରେ ପାକିସ୍ତାନ ସହ ଯୁଦ୍ଧକୁ ବିତିଛି ୫୦ ବର୍ଷ । ଏଥିପାଇଁ ସାରା ଦେଶରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ ହେଉଛି । ଏହି ଉପଲକ୍ଷେ ଜଳନ୍ଧରରେ ବାୟୁସେନା ପକ୍ଷରୁ ବିଭିନ୍ନ କଳାବାଜି କରାଯାଇଥିଲା । ଏହାର ଲୁପ୍ତ ଉଠାଇଥିଲେ ଜଳନ୍ଧରବାସିନ୍ଦା । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.