ଡାର୍କ ଚକୋଲେଟରେ ଚମକୁଛନ୍ତି ଗଜାନନ

By

Published : Sep 10, 2021, 11:10 AM IST

thumbnail

ଚଣ୍ଡିଗଡ: ଡାର୍କ ଚକୋଲେଟରେ ସୁନ୍ଦର ଗଣେଶ ମୂର୍ତ୍ତି । ଗଣେଶ ଚତୁର୍ଥୀ ଉପଲକ୍ଷେ ଲୁଧିଆନାର ଏକ ବେକେରୀ ଦୋକାନରେ ଏହି ଗଣେଶ ମୂର୍ତ୍ତି ନିର୍ମାଣ କରାଯାଇଛି । ଦୋକାନ ମାଲିକ ହାରଜିନ୍ଦେର ସିଂ କୁକେରାଜ କହିଛନ୍ତି ଯେ, 'ଆମେ 2015 ମସିହାରୁ ଏପରି ମୂର୍ତ୍ତି ନିର୍ମାଣ କରିଆସୁଛୁ । ଗଣେଶ ପୂଜାକୁ ଇକୋ-ଫ୍ରେଣ୍ଡଲି କରିବା ଉଦ୍ଦେଶ୍ୟରେ ଆମେ ଏହି ମୂର୍ତ୍ତି ବନାଉଛୁ ।'

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.