ZAPAD 2021: ଋଷରେ ଭାରତୀୟ ସେନାର ଶକ୍ତି ପ୍ରଦର୍ଶନ, ଦେଖନ୍ତୁ ଭିଡିଓ...

By

Published : Sep 13, 2021, 10:03 PM IST

thumbnail

ଗର୍ଜୁଛି ବିମାନ । ଯୁଦ୍ଧପୋତରୁ ହେଉଛି ନିଆଁ ବର୍ଷା । ଗୁଳି ଗୋଳାର ଶବ୍ଦରେ ପ୍ରକମ୍ପିତ ହୋଇଉଠୁଛି ଗଗନ ପବନ । ଋଷରେ ଆୟୋଜିତ ZAPAD 2021 ଯୁଦ୍ଧାଭ୍ୟାସରେ ଭାରତୀୟ ସେନା ଦେଖାଉଛନ୍ତି ପରାକ୍ରମ । ଆଉ ୧୭ ଦେଶର ଦମ୍‌ରେ ଚାଲିଛି ଶକ୍ତିପ୍ରଦର୍ଶନ । ଭାରତୀୟ ସେନାର 200 ଜଣ ଯବାନଙ୍କ କଣ୍ଟିଜେଣ୍ଟ ZAPAD 2021ରେ ଅଂଶଗ୍ରହଣ କରିଛନ୍ତି । ଦେଖନ୍ତୁ, 16 ସେପ୍ଟେମ୍ବର ପର୍ଯ୍ୟନ୍ତ ଋଷରେ ଜାରି ଏକ ବହୁ-ରାଷ୍ଟ୍ର ସାମରିକ ଅଭ୍ୟାସର ଦୃଶ୍ୟ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.