କୁଙ୍କୁମ ପୂଜାରେ ସାମିଲ ହେଲେ ଅନେକ ମହିଳା

By

Published : Sep 21, 2022, 8:48 PM IST

Updated : Feb 3, 2023, 8:28 PM IST

thumbnail

ବ୍ରହ୍ମପୁର: କୁଙ୍କୁମ ପୂଜା ସହିତ ଳଳିତା ପରାୟଣରେ ସାମିଲ ହେଲେ ବ୍ରହ୍ମପୁରର ଅନେକ ମହିଳା । ସହରର ଲାଲା ସାହିରେ ସ୍ବର୍ଣ୍ଣକାର ବଣିକ ସଙ୍ଘ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆୟୋଜିତ । ତେବେ ଆଶ୍ବୀନ ମାସରେ ସବୁଠି ମାଆଙ୍କ ପୁଜାର୍ଚ୍ଚନା ସହିତ ଷୋଡଶ ଦିବସୀୟ ପୂଜା ପାରମ୍ପରିକ ରୀତିନୀତି ଅନୁଯାୟୀ ଆୟୋଜିତ ହୋଇଯାଇଛି । ଏଥି ସହିତ ମାଆଙ୍କ ନବରାତ୍ର ପୂଜା ପାଇଁ ପ୍ରସ୍ତୁତି ମଧ୍ୟ କରାଯାଇଛି । ଆଉ ଏଭଳି ସମୟରେ ବ୍ରହ୍ମପୁରରେ ବିଶ୍ବକର୍ମା ପୂଜା ମଣ୍ଡପରେ ଜଗତର ମଙ୍ଗଳ ପାଇଁ ପୁଜାର୍ଚ୍ଚନା ସକାଳ ସମୟରୁ ଜାରି ରହିଛି । ଇଟିଭି ଭାରତ, ବ୍ରହ୍ମପୁର

Last Updated : Feb 3, 2023, 8:28 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.