Azadi ka Amrit Mahotsav: ଦୋକାନରେ ତ୍ରିରଙ୍ଗା ମିଠାର ସମ୍ଭାର

By

Published : Aug 6, 2022, 10:06 PM IST

Updated : Feb 3, 2023, 8:25 PM IST

thumbnail

ଲକ୍ଷ୍ନୌ: ସ୍ବାଧୀନତାର ୭୫ତମ ପୂର୍ତ୍ତି ଅବସରରେ ସାରା ଦେଶ ପାଳୁଛି ‘ଆଜାଦି କା ଅମୃତ’ ମହୋତ୍ସବ । ଐତିହ୍ୟସ୍ଥଳୀଠାରୁ ଆରମ୍ଭ କରି ଖାଦ୍ୟପର୍ଯ୍ୟନ୍ତ ସବୁଠି ତ୍ରିରଙ୍ଗାର ଝଲକ ଦେଖିବାକୁ ମିଳିଛି । ଲକ୍ଷ୍ନୌର ଏକ ମିଠା ଦୋକାନରେ ୧୦ ପ୍ରକାର ତ୍ରୀରଙ୍ଗା ମିଠା ଦେଖିବାକୁ ମିଳିଛି । ଏହା ଦେଖିବାକୁ ବେଶ ଆକର୍ଷଣୀୟ । ଦୋକାନ ମାଲିକ କହିଛନ୍ତି, "ସ୍ବାଧୀିନତା ଦିବସ ଭାରତୀୟଙ୍କ ପାଇଁ ଗର୍ବର ଦିନ । ଏହାକୁ ଖୁସିର ସହ ପାଳିବାକୁ ସ୍ବତନ୍ତ୍ର ମିଠା ପ୍ରସ୍ତୁତ କରା ଯାଇଛି ।"

Last Updated : Feb 3, 2023, 8:25 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.