ଆଜିଠାରୁ ନବଦିନାତ୍ମକ ପୂଜା, ନାରାୟଣୀ ବେଶରେ ଦର୍ଶନ ଦେଲେ ମା' କଟକ ଚଣ୍ଡୀ

By

Published : Sep 26, 2022, 8:56 PM IST

Updated : Feb 3, 2023, 8:28 PM IST

thumbnail

କଟକ: ଆଜି ଠାରୁ ଆରମ୍ଭ ହୋଇଛି ନବରାତ୍ର ପୂଜା । ପୀଠ ମାନଙ୍କରେ ନଅ ଦିନ ଧରି ଚାଲିବ ଏହି ନବଦିନାତ୍ମକ ପୂଜା । ଆଜି ମା' କଟକ ଚଣ୍ଡୀ ନାରାୟଣୀ ବେଶରେ ଦର୍ଶନ ଦେଉଛନ୍ତି । ତେବେ ମା' ଗଡ଼ଚଣ୍ଡୀ ଆଜି ରାଜ ରାଜେଶ୍ବରୀ ବେଶରେ ଦର୍ଶନ ଦେଇଛନ୍ତି । ମା'ଙ୍କ ଦର୍ଶନ ପାଇଁ ଶକ୍ତି ପୀଠରେ ଭକ୍ତମାନଙ୍କ ବେଶ ଭିଡ଼ ଦେଖିବାକୁ ମିଳିଛି । ଘଣ୍ଟ ଘଣ୍ଟା ଶଙ୍ଖ, ହୁଳହୁଳିରେ ଧ୍ବନୀରେ ପ୍ରକମ୍ପିତ ହୋଇ ପଡିଛି ଶକ୍ତି ପୀଠ । ଇଟିଭି ଭାରତ, କଟକ

Last Updated : Feb 3, 2023, 8:28 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.