ବନଦୁର୍ଗା ବେଶରେ ଦର୍ଶନ ଦେଲେ ମା' କଟକ ଚଣ୍ଡୀ

By

Published : Sep 29, 2022, 8:59 PM IST

Updated : Feb 3, 2023, 8:28 PM IST

thumbnail

କଟକ: ଶାରଦୀୟ ଦୁର୍ଗା ପୂଜାର ଷୋଡଶ ପୂଜାର ଦ୍ବାଦଶ ଦିନରେ ମା' କଟକ ଚଣ୍ଡୀ ବନଦୂର୍ଗା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ପବିତ୍ର ନବରାତ୍ରି ପୂଜାର ଆଜି ହେଉଛି ଚତୁର୍ଥ ଦିନ। କଟକର ଆରାଧ୍ୟ ଦେବୀ ମା' କଟକଚଣ୍ଡୀ ଆଜି ଗୁରୁବାର ପବିତ୍ର ଆଶ୍ବିନ ଷୋଡଦିନାତ୍ମକ ପୂଜାର 12ତମ ଦିନରେ ମା' କଟକ ଚଣ୍ଡୀ ବନଦୁର୍ଗା ବେଶରେ ଦର୍ଶନ ଦେଉଛନ୍ତି। ରୀତିନୀତି ଅନୁଯାୟୀ ପୂଜାର୍ଚନାରେ ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ତେବେ କଟକ ସମେତ ଅନ୍ୟ ଜିଲ୍ଲାରୁ ମଧ୍ୟ ଭକ୍ତ ଆସି କଟକ ଚଣ୍ଡୀଙ୍କୁ କରୁଛି ଦର୍ଶନ । ଇଟିଭି ଭାରତ, କଟକ

Last Updated : Feb 3, 2023, 8:28 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.