ଯାଜପୁର ପୋଲିସ ପକ୍ଷରୁ 60ତମ ହୋମଗାର୍ଡ ଦିବସ ପାଳିତ

By

Published : Dec 6, 2022, 8:45 PM IST

Updated : Feb 3, 2023, 8:35 PM IST

thumbnail

ଯାଜପୁର : ଯାଜପୁର ଜିଲ୍ଲା ପାଣିକୋଇଲି ସ୍ଥିତ ପୋଲିସ ମୁଖ୍ୟାଳୟରେ 60ତମ ହୋମଗାର୍ଡ ଦିବସ ପାଳିତ ହେଇଯାଇଛି l ଏହି ଅବସରରେ ଯାଜପୁର ଏସପି ରାହୁଲ ପିଆର ମୁଖ୍ୟଅତିଥି ଭାବେ ଯୋଗଦେଇ ଦେଶ ସୁରକ୍ଷାରେ ହୋମଗାର୍ଡ ମାନଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ପରେ ଦେଶ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ହୋମଗାର୍ଡଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାର ଅତିରିକ୍ତ ଏସପି, ଡିଏସପି, ଏସଡିପିଓଙ୍କ ସମେତ ଜିଲ୍ଲାର ସମସ୍ତ ଥାନାର ଅଧିକାରୀମାନେ ଉପସ୍ଥିତ ଥିଲେ । ଇଟିଭି ଭାରତ, ଯାଜପୁର

Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.