ମାଲବାହୀ ଟ୍ରେନ ଦୁର୍ଘଟଣା ଘଟଣା, ରେଳ ବିଭାଗ ଏକ୍ସପର୍ଟ ଟିମର ତଦନ୍ତ ଆରମ୍ଭ

By

Published : Nov 21, 2022, 4:23 PM IST

Updated : Feb 3, 2023, 8:33 PM IST

thumbnail

ଯାଜପୁର: କୋରେଇ ରେଳ ଷ୍ଟେସନରେ ମାଲବାହୀ ଟ୍ରେନ ଦୁର୍ଘଟଣା ଘଟଣା । ରେଳ ବିଭାଗର ୫ଜଣିଆ ଏକ୍ସପର୍ଟ ଟିମ ଦ୍ବାରା ଘଟଣାର ତଦନ୍ତ ଆରମ୍ଭ । ତେବେ ସୂଚନା ମୁତାବକ ଆଜି ଯାଜପୁର କୋରେଇ ଷ୍ଟେସନରେ ଟ୍ରେନ ଦୁର୍ଘଟଣାରେ 3ଜଣଙ୍କ ମୃତ୍ୟୁ ହୋଇଥିବା ଅନେକ ଗୁରୁତର ହୋଇଛନ୍ତି । ତେବେ ଏହି ଦୁର୍ଘଟଣା କିପରି ହେଲା ଏବଂ କେଉଁ ପରିସ୍ଥିତିରେ ହେଲା ତାହା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ରେଳ ଦୁର୍ଘଟଣାକୁ ନେଇ ଏବେ ଚିନ୍ତାରେ ରେଳ ବିଭାଗ । ଅନ୍ୟପଟେ ଦୁର୍ଘଟଣା ସମୟରେ ଟ୍ରେନର କବାଟ ଭାଙ୍ଗିକି ପଡିଥିବା ଦେଖି ତଦନ୍ତ କରୁଛି ଏକ୍ସପର୍ଟ ଟିମ । ଇଟିଭି ଭାରତ, ଯାଜପୁର

Last Updated : Feb 3, 2023, 8:33 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.