ଟ୍ରାଙ୍କୁଲାଇଜ ହେଲା ଜଗତପୁରରେ ଆତଙ୍କ ଖେଳାଇଥିବା ହାତୀ

By

Published : Sep 28, 2022, 7:29 PM IST

Updated : Feb 3, 2023, 8:28 PM IST

thumbnail

କଟକ: ଜଗତପୁରରେ ହାତୀ ଆତଙ୍କ ଘଟଣା । ହାତୀକୁ ଟ୍ରାଙ୍କୁ ଲାଇଜ କରିଲା ବନ ବିଭାଗ । ତେବେ ଟ୍ରାଙ୍କୁଲାଇଜ ପରେ କେଉଁ ଆଡକୁ ନିଆଯିବ ସେନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନଥିବା ବେଳେ ହାତୀକୁ ଚନ୍ଦକା ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି । ବିଳମ୍ବିତ ରାତିରୁ ଜଗତପୁର ଅଞ୍ଚଳରେ ପଶି ୨ ଲୋକଙ୍କୁ ମାରିବା ସହ ଅନେକ କ୍ଷୟକ୍ଷତି ଘଟାଇଥିଲା ।

Last Updated : Feb 3, 2023, 8:28 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.