Dot Fest In Bhubaneswar: ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ସୁଖବିନ୍ଦର ସିଂ
Published on: Jan 24, 2023, 9:19 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ବଲିଉଡ ଗାୟକ ସୁଖବିନ୍ଦର ସିଂ । ଡଟ ଫେଷ୍ଟ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଓଡିଶା ଆସିଥିବା ସୁଖବିନ୍ଦର ଆଜି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।
ହକି ବିଶ୍ବକପ ଅବସରରେ ରାଜଧାନୀ ଭୁବନେଶ୍ବରରେ ଚାଲିଥିବା ଡଟ ଫେଷ୍ଟ କାର୍ଯ୍ଯକ୍ରମର ଆଜି ହେଉଛି ଶେଷ ଦିବସ । ଶେଷ ଦିବସରେ ମନୋରଞ୍ଜନ କରାଇବେ ଗାୟକ ସୁଖବିନ୍ଦର ସିଂ । ସୁଖବିନ୍ଦରଙ୍କ ସହ ଅରୁନୀତା କାଞ୍ଜିଲାଲ ଓ ପୱନ ଦୀପ ମଧ୍ୟ ଧୂମ ମଚାଇବେ ।
Loading...