ଚର୍ଚ୍ଚାରେ ବାଲେଶ୍ବର ଦମ୍ପତ୍ତି, ହ୍ବିଲ ଚେୟାରରେ ବସିଥିବା ପ୍ରେମିକାଙ୍କୁ ସାତ ଜନ୍ମର ସାଥୀ କଲେ ପ୍ରେମିକ

By

Published : Nov 19, 2022, 6:22 PM IST

Updated : Feb 3, 2023, 8:33 PM IST

thumbnail

ବାଲେଶ୍ବର: କଲେଜରେ ପଢିବାବେଳେ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ବିବାହ ପାଇଁ ପରିବାର ଲୋକେ ରାଜି ହୋଇଥିଲେ ମଧ୍ୟ ଉଭୟଙ୍କ ଜୀବନରେ ଘୋଟିଥିଲା କଳା ବାଦଲ । ହଠାତ ପ୍ରେମିକାଙ୍କ ଦେହ ଅସୁସ୍ଥ ହେବାରୁ ସେ ଆଉ ଚଲାବୁଲା ମଧ୍ୟ କରିପାରିଲେ ନାହିଁ । କିନ୍ତୁ ହ୍ବିଲ ଚେୟାରରେ ବସାଇ ପ୍ରେମିକାଙ୍କ ମଥାରେ ସିନ୍ଦୁର ଦେଲେ ପ୍ରେମିକ । ଆମେ କହୁଛୁ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ରହିଥିବା ବାଲେଶ୍ବରର ଦମ୍ପତ୍ତି ଶୁଭ୍ରାଂଶୁ ଓ ଦେବସ୍ମିତାଙ୍କ କଥା । ତାଙ୍କ ପ୍ରେମ ଜୀବନର ସଂଘର୍ଷ ପୂର୍ଣ୍ଣ ଯାତ୍ରା ବିଷୟରେ ତାଙ୍କ ସହ ଆଲୋଚନା କରିଛନ୍ତି ଆମ ବାଲେଶ୍ବର ପ୍ରତିନିଧି ଜୀବନ ଜ୍ୟୋତି ନାୟକ..

Last Updated : Feb 3, 2023, 8:33 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.