ପ୍ରଧାନମନ୍ତ୍ରୀ ମୋଦିଙ୍କ ସଭାରେ ପଶିଲା ସାପ, ସମର୍ଥକଙ୍କ ମଧ୍ୟରେ ଖେଳିଗଲା ଆତଙ୍କ

By

Published : Nov 21, 2022, 10:42 PM IST

Updated : Feb 3, 2023, 8:33 PM IST

thumbnail

ଗାନ୍ଧୀନଗର: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବର୍ତ୍ତମାନ ଘନଘନ ପ୍ରଚାର ଜାରି ରହିଛି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗୁଜରାଟ ଗସ୍ତ କରି ବିଜେପି ପାଇଁ ପ୍ରଚାର କରୁଛନ୍ତି । ଏନେଇ ଜମ୍ବୁସାରରେ ଏକ ଜନସଭାର ଆୟୋଜନ ହୋଇଥିଲା । ଜନସଭା ଆରମ୍ଭ ହେବା ପୂର୍ବରୁ ସଭାସ୍ଥଳରେ ଏକ ସାପ ପଶି ଆସିଥିଲା(snake entered in Prime Minister meeting) । ଏହାକୁ ଦେଖି ସମର୍ଥକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ସାପଟି ମାରିବା ପାଇଁ କିଛି ସମର୍ଥକ ଚେୟାର ଉଠାଉଥିବା ଦେଖିବାକୁ ମିଳିଛି । ପରବର୍ତ୍ତୀ ସମୟରେ ଜଣେ ପୋଲିସ କର୍ମୀ ସାପଟିକୁ ଉଦ୍ଧାର କରିଥିଲେ ।

Last Updated : Feb 3, 2023, 8:33 PM IST

TAGGED:

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.