ବ୍ୟଞ୍ଜନ ଦ୍ଵାଦଶୀ: ଶ୍ରୀ ଜଗନ୍ନାଥଙ୍କୁ ଅର୍ପଣ ହେଲା 104 ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ

By

Published : Dec 5, 2022, 4:44 PM IST

Updated : Feb 3, 2023, 8:34 PM IST

thumbnail

ଜଗତସିଂହପୁର: ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ମହାପ୍ରଭୁଙ୍କ ବ୍ୟଞ୍ଜନ ଦ୍ଵାଦଶୀରେ 56 ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ ହୋଇ ଭୋଗ ଲାଗି କରାଯାଇଛି । ବିରିଡି ସ୍ଥିତ ଧ୍ୟାନକୂଦ ଜଗନ୍ନାଥଙ୍କ ମନ୍ଦିରରେ ବ୍ୟଞ୍ଜନ ଦ୍ଵାଦଶୀ ପାଳିତ ହୋଇ ଥିବା ବେଳେ ରଘୁନାଥପୁର ର ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିର, ସିଦ୍ଧଳ ସ୍ଥିତ ପ୍ରଭୁ ବଳଦେବ ଜୀଉ, ଓ ଜିଲ୍ଲାର 40ରୁ ଅଧିକ ମଠ ଓ ଧ୍ୟାନକୂଦ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ 104 ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିବା ବେଳେ ବାସନ୍ଦରା ଶ୍ରୀ ଗୋପାଳ ଜୀଉ ମନ୍ଦିରରେ 64 ପ୍ରକାର ଓ ରଘୁନାଥପୁର ପତିତ ପାବନ ମନ୍ଦିରରେ 56 ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା । ଇଟିଭି ଭାରତ, ଜଗତସିଂହପୁର

Last Updated : Feb 3, 2023, 8:34 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.