7 ଦଫା ଦାବି ନେଇ ଆଶାକର୍ମୀଙ୍କ ଧାରଣା

By

Published : Dec 4, 2022, 7:02 AM IST

Updated : Feb 3, 2023, 8:34 PM IST

thumbnail

ମାଲକାନଗିରି: ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ଆଶାକର୍ମୀ । ମାଲକାନଗିରି ଜିଲ୍ଲା ସିଡିଏମଓଙ୍କ କାର୍ଯ୍ୟଳୟ ସମ୍ମୁଖରେ ଆଶାକର୍ମୀ ସଂଘ ପକ୍ଷରୁ ୭ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ ଓ ଧାରଣା କରାଯାଇଛି । ଓଡିଶା ଆଶାକର୍ମୀ ସଂଘର ଡାକରା କ୍ରମେ ଏହି ବିକ୍ଷୋଭ ଆରମ୍ଭ କରାଯାଇଥିବା ବେଳେ ଦୀର୍ଘଦିନ ଧରି କର୍ମୀମାନେ ବିଭିନ୍ନ ଦାବି ପୂରଣ ପାଇଁ ସରକାରଙ୍କୁ ଅବଗତ କରାଇଥିଲେ ସୁଦ୍ଧା କୌଣସି ଦାବି ପୂରଣ ନହେବାରୁ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଇଟିଭି ଭାରତ, ମାଲକାନଗିରି

Last Updated : Feb 3, 2023, 8:34 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.