ମାଣ ବସାଇଲେ, ଲକ୍ଷ୍ମୀ ପୁରାଣ ଗାଇ ପ୍ରତିବାଦ କଲେ ଅଙ୍ଗନୱାଡି କର୍ମୀ

By

Published : Dec 1, 2022, 5:39 PM IST

Updated : Feb 3, 2023, 8:34 PM IST

thumbnail

ନବରଙ୍ଗପୁର: ଅଙ୍ଗନୱାଡ଼ି ଲେଡ଼ିଜ ୱାର୍କରସ ଆସସିଏସନ ନବରଙ୍ଗପୁର ଜିଲ୍ଲା ତରଫରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏନେଇ ଜିଲ୍ଲାରେ କାର୍ଯ୍ୟରତ ପ୍ରତି ବ୍ଲକ ର୍ ଅଙ୍ଗନୱାଡ଼ି କର୍ମୀ ସକାଳ ୧୦ ଘଣ୍ଟା ଠାରୁ ସନ୍ଧ୍ୟା ୪ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ନାରାବାଜି କରୁଛନ୍ତି। ଆଜି ମାଣବସା ଗୁରୁବାରରେ ଘରେ ପିଠା ପଣାର ଆସର ଛାଡି ନିଜ ଅଧିକାର ପାଇଁ ଗର୍ଜୁଛନ୍ତି କର୍ମୀ ମାନେ l ଆଜି କୋଷାଗୁମୁଡା ବ୍ଲକ କର୍ମୀଙ୍କ ଧାରଣା ପାଳି ପଡିଥିବା ବେଳେ ସମସ୍ତ ମହିଳା ରାଜରାସ୍ତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ମାଣ ବସାଇ ଲକ୍ଷ୍ମୀ ପୁରାଣ ଗାଇ ପ୍ରତିବାଦ ଜଣାଇଛନ୍ତି । ଇଟିଭି ଭାରତ, ନବରଙ୍ଗପୁର

Last Updated : Feb 3, 2023, 8:34 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.