କଳାହାଣ୍ଡିରେ ଗୃହରକ୍ଷୀ ଦିବସ ପାଳିତ

By

Published : Dec 6, 2022, 7:42 PM IST

Updated : Feb 3, 2023, 8:35 PM IST

thumbnail

ଭବାନୀପାଟଣା : ଭବାନୀପାଟଣା ରିଜର୍ଭ ପୋଲିସ ପଡ଼ିଆରେ ପାଳିତ ହୋଇଛି ୬୦ତମ ଗୃହରକ୍ଷୀ ଦିବସ । ଏଥିରେ କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଏସପି ଅଭିଳାଷ ଜି ଯୋଗଦେଇଥିଲେ । ଏହି ଅବସରରେ ସମ୍ମଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ ଜିଲ୍ଲାପାଳ ଓ ଏସପି । ଏହି ସ୍ବତନ୍ତ୍ର ଉତ୍ସବରେ ସିଆରପିଏଫ କମାଣ୍ଡାଣ୍ଟ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସଚିନ ପାୱାର, ଅତିରିକ୍ତ ଏସପିଙ୍କ ସମେତ ବିଭିନ୍ନ ଥାନା ଅଧିକାରୀ ଉପସ୍ଥିତ ଥିଲେ । ଇଟିଭି ଭାରତ, କଳାହାଣ୍ଡି

Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.