Chilli Fried Potatoes, ବନାନ୍ତୁ ଚଟପଟା ଆଳୁ ଚିଲି ଫ୍ରାଏଡ

By

Published : Sep 25, 2022, 9:24 AM IST

Updated : Feb 3, 2023, 8:28 PM IST

thumbnail

ହାଇଦ୍ରାବାଦ: ଆଳୁରୁ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ ହୁଏ । ପ୍ରାୟ ସମସ୍ତଙ୍କର ଆଳୁରୁ ତିଆରି ଖାଦ୍ୟ ପସନ୍ଦ ହୋଇଥାଏ । ତେବେ ଆଳୁ ଚିଲି ଫ୍ରାଏଡ ଆଇଟମ ବିଷୟରେ ଜାଣିଛନ୍ତି କି। ଆସନ୍ତୁ ଜାଣିବା କିପରି ତିଆରି ହୁଏ ଚିଲି ଫ୍ରାଏଡ ପଟାଟୋ (Chilli Fried Potatoes) । ଏ ନେଇ କଣ କଣ ସାମଗ୍ରୀ ଆବଶ୍ୟକ । ଜାଣିବା ପାଇଁ ଦେଖନ୍ତୁ ଚିଲି ଫ୍ରାଏଡ ପଟାଟୋ ପ୍ରସ୍ତୁତି ପ୍ରଣାଳୀ ଭିଡଓ । ଆଉ ଘରେ ବନାନ୍ତୁ ଟେଷ୍ଟି ଟେଷ୍ଟି ଆଳୁ ଚିଲି ଫ୍ରାଏଡ।

Last Updated : Feb 3, 2023, 8:28 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.