Barley Vegetable and Chicken Soup, ଶିଖନ୍ତୁ ଆଉ ବନାନ୍ତୁ

By

Published : Sep 21, 2022, 9:50 AM IST

Updated : Feb 3, 2023, 8:28 PM IST

thumbnail

ହାଇଦ୍ରାବାଦ:ପ୍ରାୟ ଅନେକ ଲୋକ ସୁପ ପିଇବା ପାଇଁ ପସନ୍ଦ କରିଥାନ୍ତି । ଏହା ପାଟିକୁ ଯେମିତି ସୁଆଦିଆ ସ୍ବାସ୍ଥ୍ୟପକ୍ଷେ ମଧ୍ୟ ସେତିକି ଉପକାରୀ । ବାର୍ଲିରେ ଅନେକ ଉପାଦେୟତା ରହିଛି ଯାହା ଆମ ଶରୀରର ଅନେକ ସମସ୍ୟା ଦୂର କରିଥାଏ । ପ୍ରତିଦିନ ଏହି ସୁପ ପିଇବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକା ହୋଇଥାଏ । ତେବେ ବାର୍ଲି ଆଉ ଭେଜିଟେବୁଲକୁ ନେଇ ସୁପ ବନେଇବା ଜାଣିଛନ୍ତି କି । ବାର୍ଲି ଭେଜିଟେବୁଲ ଆଣ୍ଡ ଚିକେନ ସୁପ୍‌କୁ ପ୍ରସ୍ତୁତ କରିବା ପାଇଁ କଣ କଣ ଆବଶ୍ୟକ ସାମଗ୍ରୀ ଦରକାର ଜାଣିବା ପାଇଁ ଦେଖନ୍ତୁ ଏହାର ପ୍ରସ୍ତୁତି ଭିଡିଓ(Barley Vegetable and Chicken Soup) ।

Last Updated : Feb 3, 2023, 8:28 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.