ପରକୀୟା ପ୍ରୀତି ଅଭିଯୋଗରେ ମୁହଁ ଖୋଲିଲେ ନିଶା ରାୱଲ

By

Published : Sep 14, 2022, 3:53 PM IST

Updated : Feb 3, 2023, 8:27 PM IST

thumbnail

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଟିଭି ଅଭିନେତ୍ରୀ ନିଶା ରାୱଲ ଏବଂ କରଣ ମେହରା । ନିକଟରେ କରଣ ନିଶାଙ୍କ ବିରୋଧରେ ପରକୀୟା ପ୍ରୀତି ବା ଏକ୍ସଟ୍ରା ମେରିଟାଲ ଅଫେଆର ଭଳି ଗୁରୁତର ଅଭିଯୋଗ ଆଣିଥିଲେ । ବର୍ତ୍ତମାନ ଏହି ଅଭିଯୋଗକୁ ନେଇ ମୁହଁ ଖୋଲିଛନ୍ତି ନିଶା। ଦୟାକରି ଏହାକୁ ବନ୍ଦ କରିବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀରେ ନିଶା କହିଛନ୍ତି । ସେ କହିଛନ୍ତି, "ଏହା ଏକ ଡ୍ରାମା ଏବଂ ମିଡିଆ ଟ୍ରାଏଲ ହେଉଛି । ତେଣୁ ଏହାକୁ ଏକ ସଭ୍ୟ ଢଙ୍ଗରେ କରନ୍ତୁ । ବର୍ତ୍ତମାନ ମୁଁ ନିଜକୁ ଅସୁରକ୍ଷିତ ମନେ କରୁଛି । ମୁଁ ମୋ ପିଲା ଏବଂ ନିଜ ପାଇଁ ଭୟଭୀତ ଅଛି ।" ଭବିଷ୍ୟତରେ ଯଦି ମୋ ପିଲା ଏହି ଭିଡିଓ ଦେଖେ ତେବେ କ'ଣ ହେବ ବୋଲି ପ୍ରଶ୍ନ କରିଛନ୍ତି ନିଶା ।

Last Updated : Feb 3, 2023, 8:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.