ମସନିକାନି ଟୋଲଗେଟ ନିକଟରେ କାର ଦୁର୍ଘଟଣା, ଚାଲିଗଲା ଜଣଙ୍କ ଜୀବନ

author img

By

Published : May 7, 2022, 10:16 AM IST

Road Accident: ମସନୀ କାନି ଟୋଲଗେଟ ନିକଟରେ କାର ଦୁର୍ଘଟଣା, ଜଣେ ମୃତ

ଭଷ୍ମା ଥାନା ମସନିକାନି ଟୋଲଗେଟ ନିକଟରେ କାର ଦୁର୍ଘଟଣା । ଜଣେ ମୃତ । ଅଧିକ ପଢନ୍ତୁ

ସୁନ୍ଦରଗଡ: ଭଷ୍ମା ଥାନା ମସନିକାନି ଟୋଲଗେଟ ନିକଟରେ କାର ଦୁର୍ଘଟଣା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଦୁର୍ଘଟଣା ଭୋର 5ଟା ପାଖାପାଖି ସମୟରେ ହୋଇଥାଇପାରେ ବୋଲି ପୋଲିସ ସନ୍ଦହ କରୁଛି ।

Road Accident: ମସନୀକାନି ଟୋଲଗେଟ ନିକଟରେ କାର ଦୁର୍ଘଟଣା, ଜଣେ ମୃତ

ସୂଚନାଅନୁସାରେ, ରାଉରକେଲାରୁ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ଭଷ୍ମା ଥାନା ମସନିକାନି ଟୋଲଗେଟ ନିକଟରେ କାରଟି ଦୁର୍ଘଟଣାର ଶିକାର ହୋଇଥିଲା । ତେବେ କୌଣସି ଏକ ଟ୍ରକକୁ ଓଭର ଟେକିଂ କରି ଏହି ଦୁର୍ଘଟଣାର ସମ୍ମୁଖିନ ହୋଇଛି । ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ ଖବର ପାଇ ଭଷ୍ମା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଦୁର୍ଘଟଣା ସକାଳ 5ଟା ପାଖାପାଖି ସମୟରେ ହୋଇଥିବା ବେଳେ କାର ଚାଳକ ଘଟଣାସ୍ଥଳରୁ ଫେରାର ଅଛନ୍ତି । ପୋଲିସ ମୃତଦେହକୁ ଉଦ୍ଧାରକରି ତଦନ୍ତ ଆରମ୍ଭ କରିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.