ସମ୍ବଲପୁର ଦାନୀପାଲି ହତ୍ୟାକାଣ୍ଡ ଘଟଣା, ୧୦ ଅଭିଯୁକ୍ତ ଗିରଫ

author img

By

Published : Sep 12, 2021, 9:38 AM IST

ସମ୍ବଲପୁର ଦାନୀପାଲି ହତ୍ୟାକାଣ୍ଡ ଘଟଣା, ୧୦ ଅଭିଯୁକ୍ତ ଗିରଫ

ଦାନୀପାଲି ହତ୍ୟାକାଣ୍ଡର 12 ଘଣ୍ଟା ମଧ୍ୟରେ ୧୦ ଅଭିଯୁକ୍ତକୁ ଧରିଲା ପୋଲିସ । ଏନେଇ ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି। ଅଧିକ ପଢନ୍ତୁ...

ସମ୍ବଲପୁର: ଦାନୀପାଲି ହତ୍ୟାକାଣ୍ଡର 12 ଘଣ୍ଟା ମଧ୍ୟରେ ୧୦ ଅଭିଯୁକ୍ତକୁ ଧରିଲା ପୋଲିସ । ଏନେଇ ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି।

ତେବେ ଗତକାଲି(ଶନିବାର) ସନ୍ଧ୍ୟାରେ ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ବହିଦାର ବନ୍ଦର ସୋମ୍ୟରଞ୍ଜନ ବାର ନାମକ ଯୁବକଙ୍କୁ ସଂଘବଦ୍ଧ ଭାବେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲେ। ଏହା ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ସମ୍ବଲପୁର ପୋଲିସ 2 ଟି ଟିମ ଗଠନ କରିଥିଲା। ଶେଷରେ ଗତ ରାତିରେ ହୀରାକୁଦ ଓ ଟାଉନ ଅଞ୍ଚଳରୁ ଏହି ସମସ୍ତ ଅଭିଯୁକ୍ତମାନଙ୍କୁ ଧରିଛି ପୋଲିସ ।

ସମ୍ବଲପୁରରୁ ବାଦଶାହା ଯୁଷ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.