ରାୟଗଡାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ, 4 ଗୁରୁତର

author img

By

Published : May 12, 2022, 4:33 PM IST

ରାୟଗଡାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା:  ଜଣେ ମୃତ, ଚାରି ଗୁରୁତର

ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ସୁଥରାଜପୁର ଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣକର ପ୍ରାଣହାନୀ ସହ ୪ଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ରାୟଗଡା: ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ସୁଥରାଜପୁର ଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣକର ପ୍ରାଣହାନୀ ସହ ୪ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଗୁଣପୁର ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ରାୟଗଡାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ, ଚାରି ଗୁରୁତର

ସୂଚନାଅନୁସାରେ, ନୂଆଗଡ଼ରୁ ରାମନାଗୁଡା ଅଭିମୁଖେ ଦୁଇ ଜଣ ଯୁବକ (OD18J ୪୭୧୯) ବାଇକ ଯୋଗେ ଯାତ୍ରା କରୁଥିବା ବେଳେ OD18J9927 ଆଉ ଏକ ବାଇରେ ତିନିଜଣ ଆସୁଥିବା ସମୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ସୁଥରାଜପୁର ନିକଟରେ ଘଟିଥିବା ଏହି ଦୁର୍ଘଟଣା ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି । ମୃତ ବ୍ୟକ୍ତିଙ୍କ ନାମ ହେଲା ଲିମାପଦରର ରମେଶ ପଣ୍ଡା । ଆହତ ହୋଇଥିବା ବ୍ୟକ୍ତିଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.