ଗୁଣପୁରରେ କାଳବୈଶାଖୀର ତାଣ୍ଡବ

author img

By

Published : May 22, 2022, 10:42 PM IST

ଗୁଣପୁରରେ କାଳବୈଶାଖୀର ତାଣ୍ଡବ

ଗୁଣପୁରରେ କାଳବୈଶାଖୀର ତାଣ୍ଡବ । ଦିନ ସାରା ଡହଡହ ଖରାରେ ଅସ୍ତବ୍ୟସ୍ତ ହେଉଥିବାବେଳେ ସନ୍ଧ୍ୟାରେ ତାଣ୍ଡବ ରଚିଲା କାଳବୈଶାଖୀ । ଅଧିକ ପଢ଼ନ୍ତୁ

ରାୟଗଡ଼ା : ଗୁଣପୁରରେ କାଳବୈଶାଖୀର ତାଣ୍ଡବ । ଦିନ ସାରା ଡହଡହ ଖରାରେ ଅସ୍ତବ୍ୟସ୍ତ ହେଉଥିବାବେଳେ ସନ୍ଧ୍ୟାରେ ତାଣ୍ଡବ ରଚିଲା କାଳବୈଶାଖୀ । ପ୍ରବଳ ବେଗରେ ପବନ ବହିବା ସହ ମୂଷଳଧାରାରେ ବର୍ଷା ସାଙ୍ଗକୁ କୁଆପଥର ମାଡ । କ୍ଷଣିକ ତାଣ୍ଡବରେ ଅନେକ ବଡ ବଡ ଗଛ, ବିଦ୍ୟୁତ୍ ଖୁଣ୍ଟ ସହ କିଛି ଘରର ଛାତ ଉଡେଇଥିବା ସୂଚନା ମିଳିଛି ।

ଗୁଣପୁରରେ କାଳବୈଶାଖୀର ତାଣ୍ଡବ

ପୁରୁଣା ବସଷ୍ଟାଣ୍ଡ ଓ ବାଇପାସ୍ ରାସ୍ତାର ଦୁଇପାର୍ଶ୍ବରେ ଥିବା ବଡ ବଡ ଗଛ ଉପୁଡ଼ି ମୁଖ୍ୟ ରାସ୍ତା ଅବରୋଧ ହୋଇଥିବା ଦେଖିଵାକୁ ମିଳିଛି ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.