ସକାଳେ ସନ୍ଧ୍ୟାରେ ଚାଲିବା ସ୍ଵାସ୍ଥ୍ୟପକ୍ଷେ ଭଲ

author img

By

Published : May 16, 2022, 12:15 PM IST

ସକାଳେ ସନ୍ଧ୍ୟାରେ ଚାଲ,ସ୍ଵାସ୍ଥ୍ୟ ରହିବ ଭଲ

ସକାଳେ ସନ୍ଧ୍ୟାରେ ଚାଲିଲେ ସ୍ଵାସ୍ଥ୍ୟ ଭଲ ରହିବା । ଏ ବାର୍ତ୍ତାକୁ ନେଇ ରବିବାର ରାଜଶ୍ରୀ ବିକ୍ରମ ଦେବ ବର୍ମା ଓ୍ବାକରର୍ସ କ୍ଳବର ଦ୍ଵିତୀୟ ପ୍ରାନ୍ତୀୟ ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

କୋରାପୁଟ: ସକାଳେ ସନ୍ଧ୍ୟାରେ ଚାଲିଲେ ସ୍ଵାସ୍ଥ୍ୟ ଭଲ ରହିବ । ଏ ବାର୍ତ୍ତାକୁ ନେଇ ରବିବାର ରାଜଶ୍ରୀ(Rajarshi)ବିକ୍ରମ ଦେବ ବର୍ମା ଓ୍ବାକରର୍ସ କ୍ଳବର ଦ୍ଵିତୀୟ ପ୍ରାନ୍ତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଦସ୍ୟଙ୍କ ମଧ୍ୟରେ ଚାଲିବାର ଉପାଦେୟତା ସମ୍ପର୍କରେ ଚର୍ଚ୍ଚା କରାଯାଇଥିଲା ।

ସକାଳେ ସନ୍ଧ୍ୟାରେ ଚାଲ,ସ୍ଵାସ୍ଥ୍ୟ ରହିବ ଭଲ

ଏହାସହ ଅଞ୍ଚଳବାସୀଙ୍କ ମଧ୍ୟରେ ଏଥିପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଯୋଜନା ପ୍ରସ୍ତୁତି କରାଯାଇଥିଲା । ସକାଳୁ ସ୍ଥାନୀୟ ଚନ୍ଦନ ପୋଖରୀ ଠାରୁ ଓ୍ବାକର୍ସ୍ କ୍ଳବର ସଦସ୍ୟମାନେ ଏକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ । ସହର ବାସୀଙ୍କୁ ସୁନ୍ଦର ସ୍ବାସ୍ଥ୍ୟ ପାଇଁ ଚାଲିବାର ମହତ୍ତ୍ଵ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ ।

କୋରାପୁଟରୁ ସିଏଚ.ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.