10 ଚୋରା ବାଇକ ଜବତ, ଲୁଟେରା ଗିରଫ

author img

By

Published : Jul 1, 2022, 12:43 PM IST

stolen bikes seized; Looter arrested

ଆଦର୍ଶ ଥାନା ପୋଲିସ ଜଣେ ବାଇକ ଲୁଟେରାକୁ ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ଠାରୁ ଧରି ତା ଠାରୁ 10ଟି ଚୋରି ବାଇକକୁ ଜବତ କରିଛି । ଅଧିକ ପଢନ୍ତୁ

ଖୋର୍ଦ୍ଧା: ଆଦର୍ଶ ଥାନା ପୋଲିସ ଜଣେ ବାଇକ ଲୁଟେରାକୁ ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ଠାରୁ ଧରି ତା ଠାରୁ 10ଟି ଚୋରି ବାଇକକୁ ଜବତ କରିଛି । ଗିରଫ ଅଭିଯୁକ୍ତ ଜଣକ ବାଙ୍କି ଥାନା ଦୁଲଣାପୁର ଗ୍ରାମର ପ୍ରଶାନ୍ତ ଲେଙ୍କା ବୋଲି ଜଣାପଡିଛି ।

10 ଚୋରା ବାଇକ ଜବତ; ଲୁଟେରା ଗିରଫ

ସୂଚନା ଅନୁଯାୟୀ, ଗତ 25 ତାରିଖ ସନ୍ଧ୍ୟାରେ ଜଇରାଜଗୁରୁ ପାର୍କ ନିକଟରୁ ଏକ ବାଇକ ଚୋରି ହୋଇଥିବା ଆଦର୍ଶ ଥାନାରେ ଅଭିଯୋଗ ହୋଇଥିଲା । ଯାହାର ତଦନ୍ତ କରି ଅଭିଯୁକ୍ତ ପ୍ରଶାନ୍ତକୁ ଗିରଫ କରାଯିବା ସହ ତା ଠାରୁ 10ଟି ଚୋରା ମଟର ସାଇକେଲକୁ ଜବତ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।


ଇଟିଭି ଭାରତ,ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.